Featuredଜାତୀୟବାଣିଜ୍ୟ

ଇଲେକ୍ଟ୍ରିକ୍ ସ୍କୁଟର ପରେ ଓଲା ଆଣୁଛି ଇଲେକ୍ଟ୍ରିକ୍ ବାଇକ୍, ଫୁଲ ଚାର୍ଜରେ ବାଇକ୍ ଗଡିବ ….

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଦୁଇ ଚକିଆ ନିର୍ମାତା ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ବାଇକ୍ ସେଗମେଣ୍ଟରେ ମଧ୍ୟ ପ୍ରବେଶ କରିବାକୁ ଯାଉଛି। କମ୍ପାନୀ ନିଜେ ଏହା ପ୍ରକାଶ କରିଛି। ସୋସିଆଲ ମିଡିଆ ସର୍ଭେ ମାଧ୍ୟମରେ ଓଲା ଇଲେକ୍ଟ୍ରିକ୍ ର ପ୍ରତିଷ୍ଠାତା ତଥା ସିଇଓ ଭବୀ ଅଗ୍ରୱାଲ ଏହା ଘୋଷଣା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହା ଏକ ପ୍ରିମିୟମ୍ କ୍ୟାଟେଗୋରୀ ବାଇକ୍ ହୋଇପାରେ, ଯାହା ସାଧାରଣ ମୋଡରେ ଚାର୍ଜ ପିଛା ୧୨୦ ରୁ ୧୫୦ କିଲୋମିଟର ଦୂରତା ଦେଇପାରିବ । ଏହା ସହିତ କମ୍ପାନୀ ଭାରତୀୟ ବଜାରରେ ଓଲା ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। କମ୍ପାନୀ କାରକୁ ଅନେକ ଥର ଟିଜ୍ କରି ଡିଜାଇନ୍ ବିଷୟରେ ପ୍ରକାଶ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com