Featuredମନୋରଞ୍ଜନ

ବନ୍ଧା ହେଲେ ତପି ମିଶ୍ର

ଭୁବନେଶ୍ୱର: ବନ୍ଧା ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ତପିଙ୍କୁ ଗିରଫ କରିଛି ଇନଫୋସିଟି ଥାନା। ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ। ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା।

ଗତକାଲି ଲେଖିକା ବନସ୍ମିତା ପତି ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପ୍ରମୁଖ ପ୍ରେସମିଟ କରି ତପି ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। କାଲି ତାଙ୍କ ଅଭିଯୋଗ ଆଧାରରେ ତପି ମିଶ୍ରଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ।

Related Articles

Back to top button