ମନୋରଞ୍ଜନ

‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି

ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜ୍‌ ଦିନଠାରୁ ଏହି ଫିଲ୍ମ ଦେଶ ତଥା ବିଦେଶରେ କୋଟି କୋଟି ଟଙ୍କା ଆୟ କରୁଛି।

‘ସାଲାର’ ବିଶ୍ୱ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଭାସଙ୍କ ‘ସାଲାର’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମ ୭୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ ୭୦୦.୩୭ କୋଟି ଟଙ୍କା ହୋଇଛି।

Related Articles

Back to top button