ବିଜ୍ଞାନ ଓ ପ୍ରଯୁକ୍ତି

ହକି ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ୱେଲ୍ସ

ଭୁବନେଶ୍ୱର, ୧୯/୦୧/୨୦୨୩ –   ପୁରୁଷ ହକି ବିଶ୍ୱକପରେ ଗୁରୁବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଭାରତ ସିଧାସଳଖ କ୍ୱାଟର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଳାଇବ । ଅନ୍ୟପକ୍ଷେ ୱେଲ୍ସ ମଧ୍ୟ ଭାରତକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି ।

ପୂର୍ବରୁ ରାଉଲକେଲାରେ ଭାରତ ୨ଟି ମ୍ୟାଚ ଖେଳିଥିଲା । ଗୋଟିଏରେ ବିଜୟୀ ହୋଇଥିବା ବେଳେ ଅନ୍ୟଟି ଡ୍ର ରହିଥିଲା । ତେବେ ସଂନ୍ଧ୍ୟା ୭ ଟାରେ ଖେଳା ଯିବାକୁଥିବା ଆଜିର ଏହି ମ୍ୟାଚ୍ ଖୁବ୍ ରୋମାଞ୍ଚକର ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com