ଅନ୍ତର୍ଜାତୀୟ

ରିପବ୍ଲିକାନ ପ୍ରାଥମିକ ନିର୍ବାଚନରେ ନିକ୍କି ହାଲି ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି

ରିପବ୍ଲିକାନ ପ୍ରାଥମିକ ନିର୍ବାଚନରେ ନିକ୍କି ହାଲି ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କଲମ୍ବିଆରେ ଅନୁଷ୍ଠିତ ପ୍ରାଥମିକ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ନିକ୍କି ହାଲି ୨୦୨୪ର ପ୍ରଥମ ବିଜୟ ହାସଲ କରିଥିଲେ।

ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଥିରେ ନିକ୍କି ହେଲି ଅନେକ ପ୍ରତିନିଧିଙ୍କ ସମର୍ଥନ ପାଇବେ ବୋଲି ଆଶା କରାଯାଉଛି। ଆମେରିକାର ଇତିହାସରେ ନିକ୍କି ହାଲି ପ୍ରଥମ ମହିଳା ହୋଇଛନ୍ତି, ଯିଏକି ରିପବ୍ଲିକାନ ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com