ଓଡ଼ିଶା

ମାଲକାନଗିରି: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ଗାଡି,୧୪ ଗୁରୁତର

ମାଲକାନଗିରି () ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟିରେ ସବାରି ଗାଡି ଦୁର୍ଘଟଣା ଗ୍ରସ୍ତ । ଭାରସାମ୍ୟ ହରାଇ କଲଭର୍ଟଂରେ ପିଟିହେଲା ସବାରି । ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବା ବେଳେ ଅନ୍ୟ ମାନେ ଆହତ ହୋଇଛନ୍ତି । ଗାଡିଟି ଜାନବାଇ ରୁ ଗୁପ୍ତେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ସମସ୍ତ ଆହତ ମାଥିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com