ଓଡ଼ିଶା

ରାଜଧାନୀରେ ଟ୍ରାଫିକ୍‌‌ ପୁଲିସଙ୍କ ପାଇଁ ନିର୍ମାଣ ହେବ ଦହାୟତା କେନ୍ଦ୍ର ବା ଏଡ୍‌‌ ପୋଷ୍ଟ

ରାଜଧାନୀରେ ଟ୍ରାଫିକ୍‌‌ ପୁଲିସଙ୍କ ପାଇଁ ନିର୍ମାଣ ହେବ ଦହାୟତା କେନ୍ଦ୍ର ବା ଏଡ୍‌‌ ପୋଷ୍ଟ। ସେଠାରେ ସେମାନଙ୍କର ସାମୟିକ ଆରାମ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ।

ବିଡିଏ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।ବର୍ତ୍ତମାନ ବାଣୀବିହାର, ଆଚାର୍ଯ୍ୟ ବିହାର, ପଟିଆ ଆଦି ପ୍ରମୁଖ ଛକଗୁଡ଼ିକରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ ୪୭ଟି ଗୁରୁତ୍ୱପୂର୍ଣ୍ଣ ଛକରେ ନିର୍ମାଣ ହେବ।

Related Articles

Back to top button