ଜାତୀୟ

ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ

ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ଏହପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ନିର୍ବାଚନ କମିଶନଙ୍କ ଫ୍ଲା଼ଇଙ୍ଗ ସ୍କ୍ୱାଡ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ କାରକେଡ୍‌ରେ ଥିବା ଗୋଟିଏ କାର୍‌ରୁ ୧.୨୫ କୋଟି ଟଙ୍କା ଜବତ କରିଛି।

ନ୍ୟାଶନାଲ ପିପୁଲ୍ସ ପାର୍ଟିର ସାଙ୍ଗମା ଅରୁଣାଚଳ ପ୍ରଦେଶର ଲଙ୍ଗଡିଙ୍ଗରେ ପ୍ରଚାର ପାଇଁ ଯାଉଥିବା ବେଳେ ଅଧା ବାଟରୁ ତାଙ୍କ କନଭୟରେ ଥିବା କାରରୁ ଏତେ ପରିମାଣର ଟଙ୍କା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com