ଓଡ଼ିଶା

ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌

ପାରାଦୀପ : ପାରାଦୀପରୁ ହଳଦିଆକୁ ସ‌ଂଯୋଗ କରୁଥିବା ଗ୍ୟାସ୍‌ ପାଇପ୍‌ଲାଇନ୍‌ ଫାଟି ଆଇଓସିଏଲ୍‌ର ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ଲିକ୍‌ ବନ୍ଦ କରିଛନ୍ତି। ତୈଳବିଶୋଧନାଗାରକୁ ଆସିଥିବା ଅଶୋଧିତ ତୈଳର ପାଇପ ଲାଇନ କୌଣସି କାରଣବଶତଃ ଫାଟିଯିଵା ଫଳରେ ଭାରି ମାତ୍ରାରେ ତେଲ ଲିକେଜ ହେବା କାରଣରୁ ଏପରିସ୍ଥିତି ଉପୁଜିଛି । ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଉଭୟପଟରୁ ରାସ୍ତାକୁ ବନ୍ଦ କରିଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com