ରାଜ୍ୟର କଲେଜ ସ୍ତରରେ ଲାଗୁ ହେବାକୁ ଯାଉଛି ଷ୍ଟାଟ୍ ଅପ୍ ନୀତି । ରାଜ୍ୟର ଯୁକ୍ତି ତିନି ପୋଷ୍ଟ ଗ୍ରାଜୁଏଟ ସ୍ତରରେ ଏହି ନୀତି କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ସୂଚନା ମୁତାବକ, ଏନେଇ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଶ୍ୱ ବ୍ୟାଙ୍କ ଅନୁସାରେ ରାଜ୍ୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ କାର୍ଯ୍ୟ କରୁଥିବା ବେଳେ ଗବେଷଣା ପରେ ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେସକୁ କିପରି ଫିଟ୍ କରାଯିବ ତା’ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଷ୍ଟାଟ୍ ଅପ୍ ଓଡ଼ିଶାର ଅଧ୍ୟକ୍ଷ, ବିଦେଶୀ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
Related Articles
Check Also
Close
-
ଭିକାରୀ ବାହାରିଲା କୋଟିପତି, ଅଭିଯୋଗ ପରେ ବାନ୍ଧିଲା ପୋଲିସJanuary 30, 2023