ଜାତୀୟ

ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାନ୍ ଆଦେଶ ଜାରି ହେବା ପରେ ଏବେ ଇଡି ମଧ୍ୟ ପେଟିଏମ ବିରୋଧରେ କଡ଼ା ଆକ୍ସନ ନେଇପାରେ

ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାନ୍ ଆଦେଶ ଜାରି ହେବା ପରେ ଏବେ ଇଡି ମଧ୍ୟ ପେଟିଏମ ବିରୋଧରେ କଡ଼ା ଆକ୍ସନ ନେଇପାରେ । ପେଟିଏମ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ ବୈଠକ ହୋଇପାରେ ବୋଲି ଜାଣିବାକୁ ମିଳିଛି ।

ଯଦି ପାଣ୍ଠିର ଘୋଟାଲା କିମ୍ବା ଟଙ୍କା ହେରଫେରକୁ ନେଇ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନ୍ୟ କୌଣସି ଅଭିଯୋଗ ହୁଏ, ତେବେ ପେଟିଏମ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଆଦେଶ ଜାରି କରିପାରେ ବୋଲି କହିଛନ୍ତି ରେଭେନ୍ୟୁ ସେକ୍ରେଟାରୀ ସଞ୍ଜୟ ମଲହୋତ୍ରା ।

Related Articles

Back to top button