Featuredଜାତୀୟମନୋରଞ୍ଜନ

୫୭ ବର୍ଷରେ ପାଦ ଥାପିଲେ ସଲମାନ ଖାନ, ଜନ୍ମଦିନ ପାର୍ଟିରେ ଯୋଗଦେଲେ ବଲିଉଡ ସେଲିବ୍ରିଟି

ଭୁବନେଶ୍ୱର: ୨୭ ଡିସେମ୍ବର ୨୦୨୨ ରେ ସଲମାନ ଖାନ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ସଲମାନ ଖାନଙ୍କ ଜନ୍ମଦିନ ଏଥର ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ବାସଭବନରେ ପାଳନ କରାଯାଇଛି। ସଲମାନ ଖାନଙ୍କ ଜନ୍ମଦିନ ଭୋଜିରେ ଶାହରୁଖ ଖାନଙ୍କ ସମେତ ଅନେକ ବଲିଉଡ ସେଲିବ୍ରେଟ ଯୋଗ ଦେଇଥିଲେ।

ଗତକାଲି ରାତିରେ  ଭଉଣୀ ଅର୍ପିତା ଖାନଙ୍କ ଘରେ ସଲମାନ ଖାନଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା। ଶାହରୁଖ ଖାନ, ସୋନାକ୍ଷୀ ସିହ୍ନା, ତବୁ, କାର୍ତ୍ତିକ ଆର୍ଯ୍ୟନ, ଅରବାଜ ଖାନ, ସୋହେଲ ଖାନ, ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜା,ପୂଜା ହେଗଡେ, ସାମ୍ବାଦିକ ରଜତ ଶର୍ମା, କିର୍ତ୍ତୀ ଖରବାଣ୍ଡା-ପୁଲକିତ ସମ୍ରାଟ, ସଲମାନ ଖାନଙ୍କ ଜନ୍ମଦିନ ଭୋଜିରେ ଯୋଗ ଦେଇଥିଲେ। । ସେଲିବ୍ରିଟି

 

Related Articles

Back to top button
WP Twitter Auto Publish Powered By : XYZScripts.com