ଅନ୍ୟାନ୍ୟ

ଭୁବନେଶ୍ୱର ବିମାନବନ୍ଦରରେ ବୋମା ଖବର ମିଛ

ଭୁବନେଶ୍ୱର, ୨୮/୧୨/୨୦୨୨-  ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା । ଏହାପରେ ବମ୍ ସ୍କ୍ୱାଡ ଓ ଡଗ୍ ସ୍କ୍ୱାଡ ପହଞ୍ଚି ପାର୍ସଲକୁ ପହଞ୍ଚି ତଦାରଖ କରିଥିଲେ ମଧ୍ୟ କିଛି ମିଳି ନଥିଲା । ଏହାସହ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଖବରକୁ ଖଣ୍ଡନ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ବୁଧବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରକୁ ପାର୍ସଲରେ ଏକ ବୋମା ଆସିଥିବା ସୂଚନା ମିଳିଥିଲା । ତେବେ ଏହା ଗୁଜବ ଓ ଲୋକଙ୍କୁ ଭ୍ରମିତ ନକରିବାକୁ ଭୁବନେଶ୍ୱର DCP ପ୍ରତୀକ ସିଂ ନିବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com