Featuredଜାତୀୟ

ଟ୍ୱିଟର ଡାଉନ୍ ! ଉପଭୋକ୍ତା କରିପାରୁନାହାନ୍ତି ସାଇନ୍ ଇନ୍

ଭୁବନେଶ୍ୱର: କାମ କରୁନି ଟ୍ୱିଟର ! ଗୁରୁବାର ଦିନ ପ୍ରାୟ ୬.୩୦ସମୟରେ ଅନେକ ଲୋକ ସାଇନ୍ ଇନ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଡାଉନଡେକ୍ଟର ଦର୍ଶାଇଛି ଯେ ଟ୍ୱିଟର ଡାଉନ୍ ଅଛି ବୋଲି ଅନେକ ଉପଭୋକ୍ତା ରିପୋର୍ଟ କରିଛନ୍ତି। ଭାରତର ଅନେକ ଉପଭୋକ୍ତା ୱେବସାଇଟ୍ ଖୋଲିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ମୋବାଇଲ୍ ଆପ୍ କାମ କରୁଛି।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ନାଗପୁର ଏବଂ ଓଡିଶା ଭଳି ସହରରେ ଏହି ସମସ୍ୟା ସାମ୍ନାକୁ ଆସୁଛି। ଉପଭୋକ୍ତାମାନେ ବେଶ ପ୍ରଭାବିତ ହୋଇଛନ୍ତି।

 

Related Articles

Back to top button