Featuredଜାତୀୟରାଜନୀତି

ଜି-୨୦ ସମ୍ମିଳନୀ : ‌ଲୋଗୋ, ଥିମ୍ ଓ ୱେବସାଇଟ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଡିସେମ୍ବର ୧ରେ ଭାରତ ଜି-୨୦ ସମ୍ମିଳନୀ ପାଇଁ ଅଧକ୍ଷତା କରିବ । ଏଥିପାଇଁ ମଙ୍ଗଳାବାର ଅପରାହ୍ନରେ ଲୋଗୋ, ଥିମ୍ ଓ ୱେବସାଇଟ୍ ଉନ୍ମୋଚନ ହୋଇଛି । ଭିଡିଓ କନଫେରନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଲୋଗୋ ଦେଶର ବାର୍ତ୍ତା ଏବଂ ବିଶ୍ୱକୁ ଅଧିକ ପ୍ରାଥମିକତା ପ୍ରତିପାଦନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜି-୨୦ ହେଉଛି ଏଭଳି ଦେଶ ସମୂହ. ଯେଉଁଠି ଅର୍ଥନୈତିକ ସାମର୍ଥ୍ୟ ବିଶ୍ୱ ଜିଡିପିର ୮୫ ପ୍ରତିଶତ ପ୍ରତିନିଧିତ୍ୱ କରୁଛି । ଜି-୨୦ ହେଉଛି ୨୦ଟି ଦେଶର ଏକ ଗୋଷ୍ଠୀ ।

Related Articles

Back to top button
WP Twitter Auto Publish Powered By : XYZScripts.com