ଓଡ଼ିଶାରାଜନୀତି

୨୦୨୪ରେ କଂଗ୍ରେସ କ୍ଷମତାକୁ ଆସିବ – ଶରତ ପଟ୍ଟନାୟକ

ଭୁବନେଶ୍ୱର, ୨୮/୧୨/୨୦୨୨-   ୨୦୨୪ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ି ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଭରସା କରିବେ । କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି । ବୁଧବାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଏପରି କହିଛନ୍ତି । ୨୦୨୪ରେ ଦଳ ନିଶ୍ଚିତ କ୍ଷମତାକୁ ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com