ବାଣିଜ୍ୟ

ବାଜ୍ୟାପ୍ତ ହେବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସମ୍ପତ୍ତି

ଭୁବନେଶ୍ୱର, ୦୩ /୦୧/୨୦୨୩ –    ବାଜ୍ୟାପ୍ତ ହେବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସମ୍ପତ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଖାଲି ଅର୍ଚ୍ଚନାର ନୁହେଁ ତା ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ  ଖଗେଶ୍ୱରର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି କରାଯିବ । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ୩ ଜଣଙ୍କୁ ନୋଟିସ ପଠାଇଛି । ଏଥିପାଇଁ ଦିଲ୍ଲୀ ଆଡଜୁଡିକେଟିଂ ଅଥରିଟିଙ୍କୁ ED ଜଣାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com