ବାଣିଜ୍ୟ

୧୫ ଜାନୁୟାରୀରୁ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଭୁବନେଶ୍ୱର, ୧୧/୦୧/୨୦୨୩ –   ସାରା ରାଜ୍ୟ ଏବେ ହକି ପାଇଁ ଉତ୍ସବ ମୁଖର ଥିବାରୁ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଙ୍ଗ ଉପରେ ଏବେ ସାମାନ୍ୟ ରୋକ ଲାଗିଛି । ମାତ୍ର ୧୫ ଜାନୁୟାରୀ ଠାରୁ ଚେକିଙ୍ଗ କଡ଼ାକଡ଼ି ହେବ । ଏହା ସହିତ ଚାଲଣ ମଧ୍ୟ କଟିବ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବଡ ଅଧିକାରୀ ଏପରି ଦେଇଛନ୍ତି ସୂଚନା । ହକି ପରେ ଯାଞ୍ଚ କଡା କଡି ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜାନୁଆରୀ ୩୧ରେ ଶେଷ ନମ୍ବର ୭ ଏବଂ ୮ର ମଧ୍ୟ ସମୟସୀମା ଶେଷ ହେଉଛି । ସେହିପରି ଫେବୃଆରୀ ୨୮ରେ ଶେଷ ନମ୍ବର ୯ ଓ ୦ର ଅବଧୀ ଶେଷ ହେଉଛି । ପ୍ରାୟ ଦୁଇଥର ନମ୍ବର ପ୍ଲେଟ୍ ବଦଳାଇବାକୁ ସମୟସୀମା ଘୁଞ୍ଚାଇବା ପରେ ଏବେ ରାଜ୍ୟ ପରିବହନ ବିଭାଗ ଚାଲାଣ କାଟିବେ ବୋଲି କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com