ଅନ୍ୟାନ୍ୟ

ଶ୍ରୀମନ୍ଦିରରେ ମୂଷା ଆତଙ୍କ

ପୁରୀ, ୧୧/୦୧/୨୦୨୩ –  ପୁରୀ ଶ୍ରୀମନ୍ଦିରରେ ଉତ୍ପାତ କରୁଛନ୍ତି ମୂଷା । ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗ ନାଗୁଣୀ ଦଉଡିଙ୍କୁ କାଟି ଦେଇଛନ୍ତି । ମହାବାହୁଙ୍କ ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ଠାକୁରଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ । ତେବେ ଏହି ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ମୂଷା ଗୁଡିକ ଏକ ହାତ ଲମ୍ବା ।

Related Articles

Back to top button
WP Twitter Auto Publish Powered By : XYZScripts.com