ଅନ୍ୟାନ୍ୟ

ପୁଣି ଦାନ୍ତ ପାଇଁ ହାତୀକୁ ହତ୍ୟା

   ଶିମିଳିପାଳ, ୨୩/୦୧/୨୦୨୩ –    ପୁଣି ଦାନ୍ତ ପାଇଁ ହାତୀକୁ ହତ୍ୟା କଲେ ଶିକାରୀ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ବାଙ୍ଗିରିପୋଷି ଥାନା ଅଧୀନ ତାଳବନ୍ଧ ରେଞ୍ଜର ବାଙ୍କଡିହି ଅଞ୍ଚଳରେ ଏକ ଦନ୍ତାର ଗଳିତ ମୄତ ଦେହକୁ ରବିବାର ବନବିଭାଗ  ଜବତ କରିଛି ।

ଶିକାରୀମାନେ ହାତୀକୁ ମାରି ଦାନ୍ତ କାଟି ନେଇଛନ୍ତି । ପ୍ରାୟ ୨/୩ ସପ୍ତାହ ପୂର୍ବରୁ ହାତୀକୁ ଶିକାର କରାଯାଇଛି ବୋଲି କର୍ମଚାରୀ ମାନେ ଅନୁମାନ କରୁଛନ୍ତି । ହାତୀର ବ୍ୟବଛେଦ କରିବା ପାଇଁ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ମାନେ ପହଞ୍ଚିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com