ମନୋରଞ୍ଜନ

ପୁଣି ଜମି କିଣିଲେ ବଲିଉଡର ବିଗ ବି ଅମିତାଭ ବଚ୍ଚନ

ପୁଣି ଜମି କିଣିଲେ ବଲିଉଡର ବିଗ ବି ଅମିତାଭ ବଚ୍ଚନ | ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାରେ ଜମି କିଣିଥିଲେ ବିଗ ବି। ବର୍ତ୍ତମାନ ବିଗ୍ ବି ଅଲିବାଗରେ ୧୦କୋଟି ଟଙ୍କା ମୂଲ୍ୟର ଜମି କିଣିଛନ୍ତି।

ଖବର ଅନୁଯାୟୀ, ଦ ହାଉସ ଅଫ ଅଭିନନ୍ଦନ ଲୋଡାଠାରୁ ସେ ୧୦,୦୦୦ ବର୍ଗଫୁଟର ଜମି କିଣିଛନ୍ତି । ତେବେ ଏହି ଖବର ଉପରେ ଅଭିନେତା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com