ମନୋରଞ୍ଜନ

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ । ଏନେଇ ମଙ୍ଗେସକର ପରିବାର ପକ୍ଷରୁ ଘୋଷଣା କରାଯାଇଛି। ଲତା ମଙ୍ଗେସକରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଉଛି।

ବଲିଉଡର ମେଗା ଷ୍ଟାର ତଥା ୮୧ ବର୍ଷୀୟ ଅମିତାଭ ବଚ୍ଚନଙ୍କୁ ଆସନ୍ତା ୨୪ ତାରିଖରେ ଏହି ସମ୍ମାନରେ ସମ୍ମାନିତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com