ମନୋରଞ୍ଜନ

ଦର୍ଶକମାନେ ଦୀର୍ଘ ସମୟ ହେଲାଣି ‘କଲ୍କି ୨୮୯୮ ଏଡି’କୁ ଅପେକ୍ଷା କରି ରହିଛନ୍ତି

ଦର୍ଶକମାନେ ଦୀର୍ଘ ସମୟ ହେଲାଣି ‘କଲ୍କି ୨୮୯୮ ଏଡି’କୁ ଅପେକ୍ଷା କରି ରହିଛନ୍ତି | ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ଷ୍ଟାର କାଷ୍ଟଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଛି।

ଏହି ଚଳଚ୍ଚିତ୍ରରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପଟାନିଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ସମସ୍ତ ତାରକା ଏହି ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com