କ୍ରୀଡ଼ା

ରାଗିଲେ କ୍ୟାପଟେନ୍‌ କୁଲ୍‌

ରାଗିଲେ କ୍ୟାପଟେନ୍‌ କୁଲ୍‌। ଲାଇଭ୍‌ ମ୍ୟାଚ୍‌ ବେଳେ ଏଙ୍ଗ୍ରି ମୁଡ୍‌ରେ ନଜର ଆସିଲେ ମାହି। ଆଇପିଏଲ୍‌ର ୩୯ତମ ମ୍ୟାଚ୍‌ ଥିଲା। ଲକ୍ଷ୍ନୌ ଓ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ।

ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍‌ ଖେଳା ଯାଇଥିଲା। ତେବେ ଏହି ଲାଇଭ୍‌ ମ୍ୟାଚ୍‌ ବେଳେ ସିଏସ୍‌କେର ପୂର୍ବତନ କ୍ୟାପଟେନ୍‌ ତଥା ମହେନ୍ଦ୍ର ସିଂହ ରାଗିଯାଇଥିଲେ। ରାଗରେ କ୍ୟାମେରା ମ୍ୟାନ୍‌ଙ୍କ ଉପରକୁ ବୋତଲ ଫିଙ୍ଗିବାକୁ ଉଠାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com