ମନୋରଞ୍ଜନ

ସଭିଙ୍କ ନଜର ରହିଛି ଶିଳ୍ପାଙ୍କ ଟ୍ରଲି ବ୍ୟାଗ୍‌ ଉପରେ।

ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସଭିଙ୍କ ନଜର ରହିଛି ଶିଳ୍ପାଙ୍କ ଟ୍ରଲି ବ୍ୟାଗ୍‌ ଉପରେ।

ଶିଳ୍ପା ସେ ବ୍ୟାଗ୍‌ ଉପରେ ବସି ବିମାନବନ୍ଦର ଭିତରେ ଗଡ଼ି ଗଡ଼ି ଯାଉଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ‘ସୁଟ୍‌କେସ୍‌ ନା ସ୍କୁଟର୍‌?’ ବୋଲି ପ୍ରଶ୍ନ ବି କରୁଛନ୍ତି।ଭିଡିଓଟିକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହେବେ ଯେ ଶିଳ୍ପା ଏହି ବ୍ୟାଗ୍‌କୁ ବିମାନବନ୍ଦର ଟର୍ମିନାଲ୍‌ ଭିତରେ ଏକ ଗାଡ଼ି ପରି ଚଳାଇ ଗଡ଼ି ଗଡ଼ି ଯାଉଥିଲେ। ଶିଳ୍ପା ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com