ମନୋରଞ୍ଜନ

କେବେ ରିଲିଜ ହେବ ପଞ୍ଚାୟତ ୩ ?

କେବେ ରିଲିଜ ହେବ ପଞ୍ଚାୟତ ୩ ? ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ସଂଶୟ ବଢିବାରେ ଲାଗିଛି । ୱେବସିରିଜ ପଞ୍ଚାୟତର ସିଜିନ ୩ ଦେଖିବାକୁ ଚାତକ ଭଳି ଚାହିଁରହିଛନ୍ତି ଦର୍ଶକ ।

ଏହାରି ମଧ୍ୟରେ ୱେବସିରିଜରେ ସରପଞ୍ଚଙ୍କ ସ୍ବାମୀ ଭୂମିକାରେ ନଜର ଆସିଥିବା ରଘୁବୀର ସିଂ ଯାଦବ ଆଗ୍ରାରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ୩କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ପରୋକ୍ଷରେ ସେ କହିଛନ୍ତି ଯେ ସୁଟିଂ ସରିଗଲାଣି,ଏବେ ଏଡିଟିଂ ଚାଲିଛି । ଅର୍ଥାତ ଖୁବଶୀଘ୍ର ପଞ୍ଚାୟତ ୩ ରିଲିଜ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com