Featuredଅନ୍ତର୍ଜାତୀୟଜାତୀୟମନୋରଞ୍ଜନ
ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି RRR

ନୂଆଦିଲ୍ଲୀ: ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି। ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଶେୟାର କରିଛି। କ୍ୟାପସନରେ RRR ଫିଲ୍ମର କାଷ୍ଟ ଆଣ୍ଡ୍ କ୍ରୁ ମେମ୍ବରଙ୍କୁ ବହୁତ ଶୁଭେଚ୍ଛା।
RRR ଫିଲ୍ମ ‘ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ’, ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ’, ‘ଫଲ୍ସ କାନିକଲ୍ ଅଫ୍ ଏ ହ୍ୟାଣ୍ଡଫୁଲ୍ ଅଫ୍ ଟୁଥ୍ସ, କ୍ଲୋଜ୍’ ଓ ‘ଡିସିଜନ୍ ଟୁ ଲିବ’ ଭଳି ଫିଲ୍ମକୁ ପଛରେ ପକାଇ ଏହି ଆୱାର୍ଡକୁ ହାତେଇ ନେଇଛି।