ଓଡ଼ିଶା

ପୂର୍ବ ବର୍ଷ ପରି ଚଳିତ ରବି ଋତୁ ପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ସେମାନଙ୍କର ବଳକା ଧାନ କ୍ରୟ କରିବେ

ପୂର୍ବ ବର୍ଷ ପରି ଚଳିତ ରବି ଋତୁ ପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ସେମାନଙ୍କର ବଳକା ଧାନ କ୍ରୟ କରିବେ । ସେଥିପାଇଁ ଚାଷୀମାନେ ସେମାନଙ୍କର ଅଧିକୃତ ପ୍ୟାକ୍ସ / ଲ୍ୟାମ୍ପସ / ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ / ପାଣି ପଞ୍ଚାୟତରେ ଆଗୁଆ ପଞ୍ଜିକରଣ କରିବା ଆବଶ୍ୟକ ।

ସେନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିପାଇଁ ନିଜ ନିଜର ସମିତିମାନଙ୍କରେ ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଉପଲବ୍ଧ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com