Featuredଭାଇରାଲ୍ ଭିଡିଓ

ଧକ୍କା ପରେ କାରର ବୋନେଟରେ ୧ କିଲୋମିଟର ଟାଣି ନେଲେ ମହିଳା ଚାଳକ, ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଜଣେ ମହିଳା ଧକ୍କା ଦେବାପରେ କାରର ବୋନେଟରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଥିବା ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଚିହ୍ନଟ କରିଛି। ପୋଲିସର ସୂଚନାନୁସାରେ, ଏହି ଘଟଣା ବେଙ୍ଗାଲୁରୁର ଜନନା ଭାରତୀ ନଗରରୁ ଆସିଛି। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି।

 

Related Articles

Back to top button