ମନୋରଞ୍ଜନ

ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଏବେ ଚାରିଆଡ଼େ

ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଏବେ ଚାରିଆଡ଼େ। ଏହାରି ମଧ୍ୟରେ ଜାହ୍ନବୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇଥିବା ଦେଖିବାକୁ ମିଳିଛି।

ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ମଇଦାନର ସ୍କ୍ରିନିଂକୁ ବାପା ବୋନି କପୁରଙ୍କ ସହ ଯାଇଥିଲେ ଜାହ୍ନବୀ। ଏହି ସମୟରେ ସେ ପିନ୍ଧିଥିବା ହାର ଉପରକୁ ସମସ୍ତଙ୍କ ନଜର ଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com