Featuredଜାତୀୟରାଜନୀତି

ରାମ ରହିମଙ୍କୁ ମିଳିଲା ୪୦ ଦିନର ପାରୋଲ

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି। ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଏହାପରେ ସେ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି।

Related Articles

Back to top button