ଜାତୀୟ

ଭାରତୀୟ ବଜାରରୁ ବ୍ୟାଙ୍କକୁ ଫେରିସାରିଲାଣି ୯୭.୬୨% ୨ହଜାରଟଙ୍କିଆ ନୋଟ

ଭାରତୀୟ ବଜାରରୁ ବ୍ୟାଙ୍କକୁ ଫେରିସାରିଲାଣି ୯୭.୬୨% ୨ହଜାରଟଙ୍କିଆ ନୋଟ । ଏବେ ବି ଲୋକଙ୍କ ପାଖରେ ରହିଛି ୮ହଜାର ୪୭୦ କୋଟି ଟଙ୍କାର ଗୋଲାପୀ ନୋଟ ।

ମେ, ୨୦୨୩ରେ ୨୦୦୦ଟଙ୍କିଆ ନୋଟକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜନସାଧାରଣଙ୍କୁ ଆରବିଆଇ ଅଧିକୃତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ଦାଖଲ କରି ଅନ୍ୟ ନୋଟ ନେବାକୁ ପରାର୍ମଶ ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com