ମନୋରଞ୍ଜନ

ରଣବୀର ସିଂ ଶକ୍ତିମାନ ଭୂମିକାରେ ଅଭିନୟ କରିବେ

ରଣବୀର ସିଂ ଶକ୍ତିମାନ ଭୂମିକାରେ ଅଭିନୟ କରିବେ । ଏପରିକି ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହାକୁ ନେଇ ଶକ୍ତିମାନ ଭୂମିକାରେ ଅଭିନୟ କରି ସମସ୍ତ ହୃଦୟରେ ସ୍ଥାନ ବନାଇଥିବା ମୁକେଶ ଖାନ୍ନା ନିଜର ପ୍ରତିକ୍ରିୟା ରଖିଛନ୍ତି । ମୁକେଶ ଖାନ୍ନା କହିଛନ୍ତି କି, ସେ କେବେ ଶକ୍ତିମାନ ହୋଇପାରିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com