Breaking NewsFeaturedଜାତୀୟ

ଭାରତ ଯୋଡ଼ ଯାତ୍ରାର ୨.୦ ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ

କଂଗ୍ରେସ ଦଳ ଭାରତ ଯୋଡ଼ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରିବାକୁ ବିଚାର କରୁଛି । ଏହି ଯାତ୍ରା ଚୂଡାନ୍ତ ହୋଇଗଲେ ଡିସେମ୍ବର ୨୦୨୩ ରୁ ଫେବୃଆରୀ ୨୦୨୪ ମଧ୍ୟରେ ଯେକୌଣସି ସମୟରେ ଆରମ୍ଭ ହେବାର ସମ୍ଭାବନା ଅଛି।

ଏଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ୨.୦ ହାଇବ୍ରିଡ ମୋଡରେ ହେବ, ଯେଉଁଥିରେ ଅଂଶଗ୍ରହଣକାରୀମାନେ ପାଦରେ ଯିବା ସହ ଯାନବାହନ ମଧ୍ୟ ବ୍ୟବହାର କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com