Featuredଶିକ୍ଷା

ପ୍ରକାଶ ପାଇବ ବର୍ଣ୍ଣବୋଧ

ପୁଣି ଥରେ ପ୍ରକାଶ ପାଇବ ଓଡ଼ିଆ ବର୍ଣ୍ଣବୋଧ। ଡିସେମ୍ୱର ୩୦ତାରିଖ ସୁଦ୍ଧା ଏହାକୁ ପ୍ରକାଶ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ମୂଳ ବର୍ଣ୍ଣବୋଧକୁ ଅବିକଳ ମୁଦ୍ରଣ କରିବାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସାହିତ୍ୟିକ, ଭାଷାବିତ୍‌‌ ଓ ସଂସ୍କୃତି ଗବେଷକ ସାଧୁବାଦ ଜଣାଇଛନ୍ତି। ୧୧୦ ବର୍ଷ ପରେ ପୁଣି ଥରେ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ମୂଳ ଓଡ଼ିଆ ବର୍ଣ୍ଣବୋଧ ଛପାଯିବାକୁ ନିଷ୍ପତ୍ତି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com