ଅନ୍ତର୍ଜାତୀୟ

ଆଜିକାଲି ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଜାଭିୟର୍‌ ମିଲି ଚର୍ଚ୍ଚାରେ ଅଛନ୍ତି

ଆଜିକାଲି ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଜାଭିୟର୍‌ ମିଲି ଚର୍ଚ୍ଚାରେ ଅଛନ୍ତି। ସେ ଏକ ସାର୍ବଜନୀନ ପ୍ଲାଟଫର୍ମରେ ଏପରି କାର୍ଯ୍ୟ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଲି ନିଜ ଗର୍ଲଫ୍ରେଣ୍ଡକୁ ଏକ ସର୍ବସାଧାରଣ ମଞ୍ଚରେ ଚୁମ୍ବନ ଦେଇଥିଲେ। ଏହାପୂର୍ବରୁ ଯେତେବେଳେ ନଭେମ୍ବରରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ହୋଇଥିଲା, ସେତେବେଳେ ତାଙ୍କୁ ସମାନ ଶୈଳୀରେ ଦେଖିବାକୁ ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com