ଅନ୍ୟାନ୍ୟ
ଆଉ ପୋଲିସଙ୍କ ଉପରେ ଭରଷା ନାହିଁ : ଜୟ ନାରାୟଣ

ଭୁବନେଶ୍ୱର, ୦୩/୦୨/୨୦୨୩ – ମୋର ଆଉ ପୋଲିସ ଅଫିସରଙ୍କ ଉପରେ ଭରଷା ନାହିଁ । ଯାହା ପାଇଁ ମୁଁ ମୋର PSO ଫେରାଉଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ ହୋଇଥିବା ଗୁଳିମାଡ ଘଟଣା ପରେ ଏପରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।