Featuredଜାତୀୟମନୋରଞ୍ଜନ

ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ

ମୁମ୍ବାଇ: ବର୍ତ୍ତମାନ ସଂଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ତେବେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ଆଜି ଦେହାନ୍ତ ହୋଇଛି । ଚେନ୍ନାଇରେ ତାଙ୍କ ଘରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଗାୟକ ବାଣୀ ଜୟରାମଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କର ମୃତ୍ୟୁପରେ ଘରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅନେକ କଳାକାର ପହଞ୍ଚିଥିବା ଜଣାପଡିଛି ।

ତେବେ ବାଣୀ ଜୟରାମ ତାଙ୍କ ଜୀବନକାଳ ମଧ୍ୟରେ ୧୦ ହଜାରରୁ ଅଧିକ ଗୀତ ଗାଇଥିବା ବେଳେ ହିନ୍ଦି ଓ ଓଡିଆରେ ମଧ୍ୟ ସେ ଅନେକ ଗୀତ ପରିବେଷଣ କରିକିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com