Featuredଓଡ଼ିଶାରାଜନୀତି

ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ

ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପୁଣି ରିମାଣ୍ଡରେ ଯିବେ । ଅଭିଯୁକ୍ତକୁ ଆଉ ୪ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ । ଆସନ୍ତା ୮ତାରିଖ ଯାଏ କ୍ରାଇବ୍ରାଞ୍ଚ ରିମାଣ୍ଡ ପାଇଁ ଝାରସୁଗୁଡା
JMFC କୋର୍ଟ ଅନୁମତି ଦେଇଛନ୍ତି ।
ତେବେ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳକୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ । ଛାନଭିନ୍ ଚାଲିଥିବା ବେଳେ କ୍ରାଇମ ସ୍ପଟକୁ ଯିବେ ବୋଲି କହିଛନ୍ତି ତଦନ୍ତର ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com