ଜାତୀୟରାଜନୀତି

ତେଲାଙ୍ଗନା ବିଆରଏସ ନେତ୍ରୀ କେ କବିତାଙ୍କ ପାଇଁ ଅଡ଼ୁଆ ବଢିଛି

ତେଲାଙ୍ଗନା ବିଆରଏସ ନେତ୍ରୀ କେ କବିତାଙ୍କ ପାଇଁ ଅଡ଼ୁଆ ବଢିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ଗିରଫ କରିଛି।

ଆଜି ସିବିଆଇ ତାଙ୍କୁ ତିହାର ଜେଲରୁ ଗିରଫ କରିଥିବା ସୂଚନା ମିଳିଛି। ନିକଟରେ ତଦନ୍ତକାରୀ ସଂସ୍ଥା ସିବିଆଇ ଜେଲରେ କବିତାଙ୍କୁ ପଚରାଉଚରା କରୁଥିଲା। ଏକାଧିକ ବାର ପଚରାଉଚରା କରିବାର କିଛି ଦିନ ପରେ ଗିରଫ କରିନେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com