Featuredଅନ୍ତର୍ଜାତୀୟଜାତୀୟସ୍ୱାସ୍ଥ୍ୟ

ଖୁବ୍‌ଶୀଘ୍ର ବଜାରକୁ ଆସୁଛି କ୍ୟାନ୍ସର ଭ୍ୟାକ୍ସିନ୍‌

କ୍ୟାନ୍ସରକୁ ମାତ୍‌ ଦେବାକୁ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍‌ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍‌ସର ପାଇଁ ‘CERVAVAC’ ଭ୍ୟାକ୍ସିନ୍‌ ବଜାରେ ମିଳିବ । ଏହି ଭ୍ୟାକ୍ସିନ୍‌ ମାତ୍ର ୨୦୦୦ ଟଙ୍କାରେ ବିକ୍ରି ହୋଇପାରେ ବୋଲି କୁହାଯାଉଛି ।

ଏହି ଟିକା ବଜାରରେ ୨ଟି ଡୋଜ୍‌ ଆକାରରେ ଉପଲବ୍ଧ ହେବ । ଯାହାକି ଅନ୍ୟ ଟିକା ଠାରୁ କମ୍‌ ମୂଲ୍ୟ ରହିବ ବୋଲି କୁହାଯାଇଛି । ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ଏହି ଟିକାକୁ କମ୍‌ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com