Featuredଜାତୀୟବାଣିଜ୍ୟ

ବଜାରରେ ଅଟା ସମେତ ବିଭିନ୍ନ ସାମଗ୍ରୀ ହେବ ଶସ୍ତା

ଅଟା ସହ ଗହମର ଦର ବୃଦ୍ଧିକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଏନେଇ ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛନ୍ତି ଖାଉଟି । ଏହା ଉପରେ କେନ୍ଦ୍ର ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ୨୦ଲକ୍ଷ ଟନ୍ ଗହମ ଆମଦାନୀ କରିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବଜାରେ ଏବେ ଅଟାର ଦାମ ଅଳ୍ପ କିଛି କମିଛି ।

ଏପର୍ଯ୍ୟନ୍ତ ସରକାର ୧୩ଲକ୍ଷ ଟନ୍ ଗହମ ବଜାରରେ ବିକ୍ରି ପାଇଁ ଦେଇସାରିଛନ୍ତି । ଏହାସହ ଆଜି ପୁଣି ୧୧ଲକ୍ଷ ଟନ୍ ଗହମ ନିଲାମ କରାଯିବ । ଏନେଇ ଏଫସିଆଇ ତରଫରୁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି । ଗହମ କିଣିବା ପାଇଁ ସମସ୍ତ ଛୋଟବଡ ବ୍ୟବସାୟୀଙ୍କୁ ନିମନ୍ତ୍ରଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com