Featuredଜାତୀୟରାଜନୀତି

ଆଜିଠୁ ରାୟପୁରରେ କଂଗ୍ରେସର ମହାଅଧିବେଶନ

ରାୟପୁର: ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା କଂଗ୍ରେସର ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ । ଆସନ୍ତା ୨୬ ତାରିଖ ଯାଏ ଚାଲିବ ଅଧିବେଶନ ।

ଜାତୀୟ ରାଜନୀତି, ଅର୍ଥନୀତି, ଶିକ୍ଷା, ନିଯୁକ୍ତି ଆଦି ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା ହେବା ସହ ଅନେକ ପ୍ରସ୍ତାବ ଗୃହିତ ହେବ । ଏହାସହ ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଅଧିବେଶନ ।

Related Articles

Back to top button
WP Twitter Auto Publish Powered By : XYZScripts.com