କ୍ରୀଡ଼ା

ଆଇପିଏଲ ର ଏ ହେଉଛି ବିରଳ ରେକର୍ଡ, ଯାହାକୁ ଭାଙ୍ଗିବା ସମ୍ଭବ ନୁହେଁ ଅସମ୍ଭବ

ଭୁବନେଶ୍ୱର: ପ୍ରତିବର୍ଷ ଗୋଟିଏ ନୁହେଁ ବରଂ ଅନେକ ରେକର୍ଡ ଆଇପିଏଲରେ ଦେଖିବାକୁ ମିଳେ, କିନ୍ତୁ ୨୦୦୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କିଛି ରେକର୍ଡ ହୋଇଛି ଯାହାକୁ ଭାଙ୍ଗିବା କଷ୍ଟକର | ତେବେ ଆସନ୍ତୁ ଏହିପରି କିଛି ବିରଳ ରେକର୍ଡ ଉପରେ ନଜର ପକାଇବା: –

୧. ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର – ୧୭୫ ରନ୍, କ୍ରିସ୍ ଗେଲ୍ (୨୦୧୩)

୨. କ୍ରମାଗତ ବିଜୟ ହାସଲ କରିଥିବା ଟିମ – ୧୦ KKR (୨୦୧୪-୧୫)

୩. ଗୋଟିଏ ଇନିଂସରେ ଅଧିକ ଛକା – ୧୭, କ୍ରିସ୍ ଗେଲ୍ (୨୦୧୩ )

୪. ଦ୍ରୁତତମ ଶତକ – ୩୦ ବଲ୍ ରେ ୧୦୦, କ୍ରିସ୍ ଗେଲ୍ (୨୦୧୩ )

୫. ମହଙ୍ଗା ଓଭର – ୩୭ ରନ୍, ହର୍ଷଲ ପଟେଲ (୨୦୨୧)

 

Related Articles

Back to top button
WP Twitter Auto Publish Powered By : XYZScripts.com