କ୍ରୀଡ଼ା

ଭାରତ ୨୦୦ରୁ ଅଧିକ ରନ ସଂଗ୍ରହ

ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳୁଛି। ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯାଇଥିଲା। ଏଥିରେ ଭାରତ ୨୦୦ରୁ ଅଧିକ ରନ ସଂଗ୍ରହ କରି ଜିତିଥିଲା।

ଶେଷରେ ଭାରତର ବିଜୟରେ ରିଙ୍କୁ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଚାପ ପରିସ୍ଥିତିରେ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଧୈର୍ଯ୍ୟ ବଜାୟ ରଖିଥିଲେ ଏବଂ ଶେଷ ବଲରେ ଚାରିଟି ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ରିଙ୍କୁ ସିଂଙ୍କ ଇନିଂସ ଦେଖି ପୁଣି ଥରେ ମହେନ୍ଦ୍ର ସିଂ ଧୋନୀଙ୍କ କଥା ମନେ ପଡିଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com