କ୍ରୀଡ଼ା

ଭାରତ ଏବଂ ପାକିସ୍ତାନ ସମେତ ପ୍ରାୟ ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇଛି

ଭାରତ ଏବଂ ପାକିସ୍ତାନ ସମେତ ପ୍ରାୟ ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇଛି। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ କିଛି ରିସେଲ ପ୍ଲାଟଫର୍ମରେ ସମସ୍ତ ମ୍ୟାଚ୍‌ର ଟିକେଟ୍ ପୁଣି ବିକ୍ରି କରିବା ଆରମ୍ଭ କରିଛନ୍ତି।

ଏହି ଟିକେଟ୍ ଗୁଡିକ StubHub ଏବଂ SeatGeek ପ୍ଲାଟଫର୍ମରେ ଉପଲବ୍ଧ। କିନ୍ତୁ ଏଥିରେ ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ୟୁଏସ୍ ଟୁଡେ ଅନୁଯାୟୀ ଭାରତୀୟ ଦଳର ଦୁଇଟି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ କୋଟିଏ ଛୁଇଁଛି। ଟିକେଟ୍ ମୂଲ୍ୟ ୧.୮୬ କୋଟିରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com