କ୍ରୀଡ଼ା

ଚର୍ଚ୍ଚାରେ ରହିଥାନ୍ତି କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି

ସିଆଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ଗୋଟେ ଝଲକ ପାଇଁ ହେଉ ବା ତାଙ୍କ ଅଟୋଗ୍ରାଫ୍‌ ନେବା ପାଇଁ, ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଥାଏ ।

ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କର ମଧ୍ୟ ତାଙ୍କ ଅଟୋଗ୍ରାଫ ନେବା ପାଇଁ ପିନ୍ଧିଥିବା ସାର୍ଟ ଦେଖାଇଦେଲେ । ବର୍ତ୍ତମାନ ଧୋନି ଜଣେ ଫ୍ୟାନ୍ସଙ୍କ ଦାମୀ ଗାଡ଼ିରେ ନିଜ ଅଟୋଗ୍ରାଫ୍‌ ଦେଇଛନ୍ତି । ଯାହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com