Featuredକ୍ରୀଡ଼ା

ବିସିସିଆଇ ଶେଷ ୩ ଟେଷ୍ଟରେ ପାଇଁ ୧୭ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି

ବିସିସିଆଇ ଶେଷ ୩ ଟେଷ୍ଟରେ ପାଇଁ ୧୭ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦ୍ରୁତ ବୋଲିଂ ବିଭାଗରେ ଉପ-ଅଧିନାୟକ ଜସପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ ଏବଂ ମୁକେଶ କୁମାରଙ୍କ ସହ ଯୁବ ଆକାଶ ଦୀପଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷାର ପଟେଲ ଏବଂ କୁଳଦୀପ ଯାଦବଙ୍କ ସହ ୱାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ପାଇଛନ୍ତି। ଷ୍ଟାର ବ୍ୟାଟର୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଶେଷ ୩ ଟେଷ୍ଟରେ ମଧ୍ୟ ଦଳକୁ ଫେରିନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com