Featured

ମାର୍ଚ୍ଚ ମାସରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ ? ଯିବା ପୂର୍ବରୁ ଦେଖିନିଅନ୍ତୁ ତାଲିକା

ଭୁବନେଶ୍ୱର: ଏହି ବର୍ଷର ଦ୍ୱିତୀୟ ମାସ ଶୀଘ୍ର ଶେଷ ହେବାକୁ ଯାଉଥିବାବେଳେ,ଏକ ନୂତନ ମାସ ଅର୍ଥାତ୍ ମାର୍ଚ୍ଚ ୨୦୨୩ ରେ ପ୍ରବେଶ କରିବାକୁ ଯାଉଛୁ । ଅନ୍ୟପକ୍ଷରେ, ଯଦି ଆପଣଙ୍କର କିଛି କାର୍ଯ୍ୟ ବ୍ୟାଙ୍କରେ ଅଛି, ତେବେ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ କାରଣ ପର୍ବ ତଥା ଅନ୍ୟାନ୍ୟ ଛୁଟିଦିନ ଯୋଗୁଁ ବ୍ୟାଙ୍କଗୁଡିକ ମାର୍ଚ୍ଚ ମାସରେ ବନ୍ଦ ହେବାକୁ ଯାଉଛି।

ମାର୍ଚ୍ଚ ୨୦୨୩ ରେ ବ୍ୟାଙ୍କ ବନ୍ଦ ରହିବ
ମାର୍ଚ୍ଚ ୦୫, ୨୦୨୩ – ରବିବାର ଛୁଟି।
ମାର୍ଚ୍ଚ ୦୭, ୨୦୨୩ – ଦୋଳପୂର୍ଣ୍ଣିମା।
ମାର୍ଚ୍ଚ ୦୮, ୨୦୨୩ – ହୋଲି।
ମାର୍ଚ୍ଚ ୧୧ , ୨୦୨୩ – ଦ୍ୱିତୀୟ ଶନିବାର ଛୁଟି।
ମାର୍ଚ୍ଚ ୧୨ , ୨୦୨୩ – ରବିବାର ଛୁଟି।
ମାର୍ଚ୍ଚ ୧୯, ୨୦୨୩ – ରବିବାର ଛୁଟି।
ମାର୍ଚ୍ଚ ୨୫, ୨୦୨୩ – ମାର୍ଚ୍ଚର ଚତୁର୍ଥ ଶନିବାର ।
ମାର୍ଚ୍ଚ ୨୬, ୨୦୨୩ – ରବିବାର ଛୁଟି ।
ମାର୍ଚ୍ଚ ୩୦, ୨୦୨୩ – ରାମ ନବମୀ କାରଣରୁ ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ସେହି ସମୟରେ,ଟଙ୍କା ଉଠାଇବା ପାଇଁ ଆପଣ ଏଟିଏମକୁ ଯାଇପାରିବେ। ଏହା ସହିତ ଆପଣ ଅନ୍ୟ କାରବାର ପାଇଁ ଅନଲାଇନ୍ ଦେୟ କରିପାରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com