ଅନ୍ତର୍ଜାତୀୟ

ଇସ୍ରାଏଲ ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଛି

ଇସ୍ରାଏଲ ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଛି। ଯେଉଁଥିରେ ଅତି କମ୍‌ରେ ୪୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗେଲେଣ୍ଟ ଚେତାବନୀ ଦେଇଛନ୍ତି ଯେ, ଗାଜାର ଦକ୍ଷିଣରେ ଏହି ଅଭିଯାନ ଜାରି ରହିବ।

ଦକ୍ଷିଣ ସହର ରାଫାର ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ସେଥିରୁ ଜଣେ ପିଲା ମାତ୍ର ଦୁଇ ସପ୍ତାହ ତଳେ ଜନ୍ମ ହୋଇଥିଲା ।

Related Articles

Back to top button